Skip to content
Scan a barcode
Scan
Paperback Mahanayakara Mahaprasthana [Oriya] Book

ISBN: 199049403X

ISBN13: 9781990494031

Mahanayakara Mahaprasthana [Oriya]

ପରମ ପୁରୁଷ ସ୍ୱୟଂ ବିଷ୍ଣୁ, ଶ୍ରୀକୃଷ୍ଣ ଭାବରେ ଜନ୍ମ ନେଇ ଏ ପୃଥିବୀରେ ଅଦ୍ୱିତୀୟ ଅପୂର୍ବ ଲୀଳାଖେଳା ମାନ କରିଯାଇଛନ୍ତି ଯାହା ଆମ୍ଭ ସମସ୍ତଙ୍କର ଜ୍ଞାତ। ହେଲେ ଯଦି ସେହି ଶ୍ରୀକୃଷ୍ନଙ୍କୁ ମାତୃଗର୍ଭରୁ ଜନ୍ମିତ ଏକ ମାନବ ରୂପେ ଗ୍ରହଣ କରାଯାଏ, ତେବେ ତାହା ତାଙ୍କୁ ନିଶ୍ଚିତ ଭାବେ ଏକ ମହାନାୟକର ଆସନ ଦେବ । ସେହି ମହାନାୟକ ଙ୍କର ବାଲ୍ୟକାଳ ବ୍ୟତିରେକ ଅନ୍ୟାନ୍ୟ କ୍ରିୟାକର୍ମ ଏବଂ ମହାପ୍ରସ୍ଥାନକୁ ଏକ ନାଟକୀୟ ଶୈଳୀର ଉପସ୍ଥାପନାରେ ଶ୍ରୀଯୁକ୍ତ ନିତ୍ୟାନନ୍ଦ ପଣ୍ଡା ଙ୍କର ଏକ ଅନନ୍ୟ କୃତି "ମହାନାୟକର ମହାପ୍ରସ୍ଥାନ" ।


Recommended

Format: Paperback

Condition: New

$16.00
Ships within 2-3 days
Save to List

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured